State
ବୈଠକରେ ନିଷ୍ପତ୍ତି: ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକିପାରିବେନି...
ସେହିପରି ବାହାର ରାଜ୍ୟର ଚାଷୀ ଆସି ଓଡ଼ିଶାର ମଣ୍ଡିରେ ଧାନ ଯେପରି ବିକି ନପାରିବେ, ସେଥି ପ୍ରତି ମଧ୍ୟ ଗୁରୁତ୍ବ ଦେବାର ଅଛି।
୪ ୱେବ୍ ସାମ୍ବାଦିକଙ୍କ ସମେତ ୫ଜଣ ଗିରଫ
କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଏଣିକି ମାଗଣା ମିଳିବ ମହାପ୍ରସାଦ
ଭକ୍ତଙ୍କୁ ମାଗଣା ଅବଢା ମିଳିବା ଘୋଷଣା ହେବା ପରେ ପୁରା ରାଜ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ସ୍ଵାଗତ କରାଯାଉଛି ।
ଚଳନ୍ତା ବସ୍ରେ ଅଗ୍ନିକାଣ୍ଡ: ୨ ମୃତ
ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା
ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା, ହେଲେ ପ୍ରକୃତିକୁ ଅଣଦେଖା
ରାଜ୍ୟର ସୁଉଚ୍ଚ ଶୃଙ୍ଖ...ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ।
ମାଣିକେଶ୍ବରୀଙ୍କ ଛତର ଯାତ୍ରା: ପୁଣି ପଶୁବଳି
ଆଜି ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି
ପୂଜା ପେଣ୍ଡାଲକୁ ମୋହନଙ୍କ ସରପ୍ରାଇଜ୍ ଗିଫ୍ଟ
ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼
କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ମାଗଣା ଚାଉଳ ଅବଧି: ଖାଦ୍ୟ ଯୋଗାଣ...
କେନ୍ଦ୍ର ପରେ ରାଜ୍ୟ ବି ବଢାଇବ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ
ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ
ଆଜି ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାବତରଣ
ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା
୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣା ମିଳିବ ରାସନ ଚାଉଳ
୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ ।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି
ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର
ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।
ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା
୧୭୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିଛି।
ଖୁବ୍ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡ଼ା
ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି
ଅପେକ୍ଷାର ଅନ୍ତ; ୩୫ ଲକ୍ଷରୁ ଅଧିକ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା
ଖାତାକୁ ଆସିଲା ‘ସୁଭଦ୍ରା‘ ଟଙ୍କା
୧୩ଟି ଥାନାରେ ସିସିଟିଭି ନାହିଁ:ADG
୧୩ଟି ଥାନାରେ ନାହିଁ ସିସିଟିଭି । ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍
ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍
ପାରାଦୀପ ପୋର୍ଟ ମଲ୍ଟି ପ୍ରପୋଜ ବର୍ଥରେ ହେଲା ଅଘଟଣ









