ଜିଏଫ୍‌ଏସ୍‌ ପରେ ଏନ୍‌ସିଇପି ମଡେଲ୍‌ରେ ଅତି ଭୀଷଣ ବାତ୍ୟା

ଅତି ଭୀଷଣ ବାତ୍ୟା ରୂପ ନେଇପାରେ

ଜିଏଫ୍‌ଏସ୍‌ ପରେ ଏନ୍‌ସିଇପି ମଡେଲ୍‌ରେ ଅତି ଭୀଷଣ ବାତ୍ୟା

 ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ । ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ ପାରାଦୀପରୁ ବାଲେଶ୍ୱର ମଝିରେ । ଗ୍ଲୋବାଲ୍ ଫେରକାଷ୍ଟିଂ ମଡେଲ (ଜିଏଫ୍ଏସ୍) ଏମିତି ପୂର୍ବାନୁମାନ ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ 'ଦାନା' ରଖାଯିବ।

ଜିଏଫ୍ଏସ୍ ପୂର୍ବାନୁମାନ କହୁଛି, ଓଡ଼ିଶା ଭିତରେ ହିଁ ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡ଼ିଶା ।