Sambalpur
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ...
ଦିବଂଗତ ନବ ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ବିୟୋଗ
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ଆଜି ପୂର୍ବାହ୍ନରେ ମୁଦିପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।
ଆଜି ଶୀତଳ ଷଷ୍ଠୀ, ବାହାଘର ପାଇଁ ସଜେଇ ହେଉଛନ୍ତି ହର-ପାର୍ବତୀ
ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା ।
ଅଗ୍ନିକାଣ୍ଡରେ ପାଇପ ଗୋଦାମ ଭସ୍ମୀଭୂତ
ସମ୍ବଲପୁର ସହର ଉପକଣ୍ଠ ସୋନପୁର ରାସ୍ତାରେ ଥିବା ଏକ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
୪୨ କିଲୋଗ୍ରାମ ଗଞ୍ଜେଇ ଜବତ : ୨ ଗିରଫ
ସମ୍ବଲପୁର ଠାରେ ଥିବା ଗୁଇନ୍ଦା ଅବକାରୀ ବିଭାଗ ତରଫରୁ ନିଶା କାରବାରରେ ଅଙ୍କୁଶ ଲଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ବେଳେ ଅନେକ ସମୟରେ ଗଞ୍ଜେଇ...
ଜେଲରେ କଏଦୀଙ୍କ ଆତ୍ମହତ୍ୟା
ସମ୍ବଲପୁର ସର୍କଲ ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି।
ହାତୀ ଆକ୍ରମଣରେ ଜଣେ ଆହତ
ସମ୍ବଲପୁରର ଉପକଣସ୍ଥ ମୁଣ୍ଢେର ଗ୍ରାମ ନିକଟରେ ଥିବା ଏକ କ୍ରସର ସମ୍ମୁଖରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି।
କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ
ସମ୍ବଲପର ବୁର୍ଲା ଥାନା ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ
ଇଟାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ
ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଏକ ଅଘଟଣ ଘଟିଛି।
ଶିକ୍ଷକଙ୍କୁ ଗଳାକାଟି ହତ୍ୟା
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖର୍ଲା ପୋଲ ନିକଟରୁ ଜଣେ ଶିକ୍ଷକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ଚର୍ଚ୍ଚାରେ ଆଉ ଦୁଇ ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ଖବର ସୋସିଆଲ୍ ମିଡ଼ିଆରେ ଛାଇ ହୋଇ ରହିଥିଲା ବେଳେ ଆଉ ଦୁଇ ଜିଲ୍ଲାପାଳଙ୍କ...
ସମ୍ବଲପୁରରେ ବିଜେପିର ୪ଜଣିଆ କେନ୍ଦ୍ରୀୟ ଟିମ
ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି।
ସମ୍ବଲପୁର ହିଂସା ଘଟଣା: ଯାଞ୍ଚ ପାଇଁ ୪ ଜଣିଆ କମିଟି ଗଠନ କଲେ ବିଜେପି...
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟି ଯାଇଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଏକ ୪ଜଣିଆ ଯାଞ୍ଚ କମିଟି ଗଠନ କରିଛି ବିଜେପି।
ସମ୍ବଲପୁର ଗସ୍ତରେ ଆସିବେ ଜାତୀୟ ଜନଜାତି କମିଶନ୍ ସଦସ୍ୟ
ଜାତୀୟ ଜନଜାତି କମିଶନ୍ ସଦସ୍ୟ ଅନନ୍ତ ନାୟକ କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତରେ ଆସୁଛନ୍ତି।
ବାର୍ହା ଆକ୍ରମଣରେ ୫ ଗୁରୁତର
ଜଙ୍ଗଲରେ ବାର୍ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ସୂଚନା
ସମ୍ବଲପୁରରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା
ସମ୍ବଲପୁରରେ ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି।
ସମ୍ବଲପୁରରେ କର୍ଫ୍ୟୁ କୋହଳ
ସକାଳ ୬ରୁ ସଂଧ୍ୟା ୬ଟା ଯାଏ କୋହଳ ହୋଇଛି। ସେହିପରି ମୋବାଇଲ୍ ଇଣ୍ଟରନେଟ୍ ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିଛି ।
ସମ୍ବଲପୁରରେ ବସିଲା ଶାନ୍ତି କମିଟି ବୈଠକ, ହିଂସା ସୃଷ୍ଟିକାରୀ ଭିଡିଓ...
ଆଜି ମଧ୍ୟ ଆରଡିସିଙ୍କ କାର୍ଯ୍ୟାଳୟ ଠାରେ ଆଉ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି।
ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ।...