ବାର୍ହା ଆକ୍ରମଣରେ ୫ ଗୁରୁତର
ଜଙ୍ଗଲରେ ବାର୍ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ସୂଚନା

ଜଙ୍ଗଲରେ ବାର୍ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଥିବା ସୂଚନା । ୨ ପରିବାରର ମା ଝିଅ ସହ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି ଏବଂ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଯୁଯୁମରା ଆମିଲିପାଣି ଜଙ୍ଗଲରେ କେନ୍ଦୁପତ୍ର ତୋଳିବା ସମୟରେ ଏହିଭଳି ଅଘଟଣା ଘଟିଯାଇଛି ।