Puri

ବଡ଼ଦାଣ୍ଡ ରେ ସେବା ଯୋଗାଇ ଦେଲା ଇଫକୋ

ମାଗଣା ପ୍ରସାଦ ବଣ୍ଟନ ସାଙ୍ଗକୁ ମାଗଣା ହ୍ବିଲ୍ ଚେୟାର ସେବା ଯୋଗାଇ ଦେଲା ଇଫକୋ

ଭୋକିଲା ଠାକୁର

ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି ରେ ବିଳମ୍ବ, ଦୋଷ କାହାର ?

ଶରଧାବାଲିରେ ପହଞ୍ଚିଲା ୩ ରଥ

ଶରଧାବାଲିରେ ପହଞ୍ଚିଲା ୩ ରଥ । ଅଧବାଟରେ ଅଟକିଥିବା ଉଭୟ ଦର୍ପଦଳନ ଓ ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି ।

ଆଜିଠୁ ଶ୍ରୀମନ୍ଦିର ସିଂହଦ୍ଵାରର ରୁପା ଛାଉଣୀ କାର୍ଯ୍ୟ

ଆଜିଠୁ ଶ୍ରୀମନ୍ଦିର ସିଂହଦ୍ଵାରର ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ ହେଉଛି । ପ୍ରଥମେ ସିଂହଦ୍ବାର କବାଟ ଖୋଲାଯାଇ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ।

ପୁରୀ ବଡ଼ଦାଣ୍ଡରେ ପୁଣି ଗଡ଼ିଲା ରଥ

ଶ୍ରୀକ୍ଷେତ୍ରରେ ଆଜି ପୁଣି ହେଉଛି ରଥ ଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା

ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ। ଅଧାବାଟରେ ଅଟକିଲା ଦର୍ପଦଳନ, ଓ...

ମାଉସୀ ମା’ ମନ୍ଦିର ପାଖରେ ଅଟକିଲା ନନ୍ଦିଘୋଷ, ଆସନ୍ତାକାଲି ମିଳିବ ରଥଟଣାର ସୁଯୋଗ

ବାଲୁକାକଳାରେ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ...

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ...

ରଥଟଣା ବେଳେ ଠେଲାପେଲା,ଏକାଧିକ ଆହତ, ପୁରୀ ମେଡିକାଲ୍‌ରେ ଭର୍ତ୍ତି

ରଥଟଣା ବେଳେ ଠେଲାପେଲା...ଏକାଧିକ ଆହତ, ପୁରୀ ମେଡିକାଲ୍‌ରେ ଭର୍ତ୍ତି

ପବିତ୍ର ଘୋଷଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଆହାର

ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଶ୍ରୀଜିଉ।

ଟାହିଆ ହଲେଇ ଆସୁଛି କାଳିଆ : ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ । ଗହଳି ଲଗେଇ ଆସୁଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସୁଛନ୍ତି କାଳିଆ ଗୋସାଇଁ । ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ଗଗନପବନ ।...

ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ...

ରାତି ପାହିଲେ ରଥଯାତ୍ରା। କୋଟି କୋଟି ଶ୍ରଦ୍ଧାଳୁ ଚାତକ ପରି ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କୁ।

ରଥଯାତ୍ରା ପାଇଁ ପରିବହନ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପୁରୀକୁ...

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରିଛି ରାଜ୍ୟ ପରିବହନ ବିଭାଗ ।

ରଥଯାତ୍ରା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୪୪ ପ୍ଲାଟୁନ୍...

ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ ।

ଶେଷ ପର୍ଯାୟରେ ରଥ କାର୍ଯ୍ୟ, ତିନି ରଥରେ ପାର୍ଶ୍ୱ ଦେବାଦେବୀ ସଂଯୋଗ

ରଥଯାତ୍ରା ପାଇଁ ଶେଷ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି ।

ଗଜପତି ମହାରାଜା ଙ୍କ ମନ ର କଥା

ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା.

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଦତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।

ସୁଭଦ୍ରାଙ୍କ ରଥର ଅଖରେ ଫାଟ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥନିର୍ମାଣ ପ୍ରାୟ ଶେଷ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ଦେଖିବାକୁ ମିଳିଛି ।

ଭକ୍ତ ଙ୍କ ବିଶ୍ୱାସ ର ସହିତ ଖେଳ

ନକଲି ମହାପ୍ରସାଦ ଅଭଡା ଡାଲି କୁ ନେଇ ଚର୍ଚ୍ଚା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଶ୍ୱାସ କୁ ଅତୁଟ ରଖିବାକୁ ନିବେଦନ