Puri

ପିପିଲି ଗସ୍ତରେ ୫-ଟି ସଚିବ

ପିପିଲି ଗସ୍ତରେ ଯାଇ ପିପିଲି ଓ ଡେଲାଙ୍ଗର ଧାର୍ମିକ ପୀଠର ଉନ୍ନତି ନେଇ ଘୋଷଣା କରିଛନ୍ତି

ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ

ସମୁଦ୍ରରେ ଭାସିଗଲେ ପର୍ୟ୍ୟଟକ

ପୁରୀରେ ସମୁଦ୍ରରେ ସମୁଦ୍ରରେ ସ୍ନାନ ବେଳେ ଭାସିଗଲେ ଜଣେ ପର୍ୟ୍ୟଟକ

ମହାପ୍ରଭୁ ହେଲେ ବନକଲାଗି

ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ଦେଢ଼ ମାସ ଧରି ଲାଗି ରହିଥିବା ବିବାଦ ଯୋଗୁ ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ବନକଲାଗି ହୋଇ ନଥିଲା।...

ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ । ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି

ଖୋଲିବ ରତ୍ନଭଣ୍ଡାର

ଆଗାମୀ ୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର

ରତ୍ନ ଭଣ୍ଡାରରେ ରହିଛି ଦେଢ କ୍ବିଣ୍ଟାଲ ସୁନା,ସରକାର ଦେଲେ ତଥ୍ୟ

ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା

ବାବାଙ୍କୁ ପିଟିପିଟି ହତ୍ୟା କଲେ ବାବା

ବାବାଙ୍କୁ ପିଟି ପିଟି ହତ୍ୟା

ବନକଲାଗି ନୀତି ଅଚଳାବସ୍ଥା ଜାରି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ।

ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି

ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିଲା

ବାଲିପାଟଣା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ

ବାଲିପାଟଣା ବନ ବିଭାଗ ଅଧିନ ପୁବାଗଡ଼ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି

ଖୋଲିବ କି ରତ୍ନଭଣ୍ଡାର?

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ ।