Dhenkanal

ଜଳଛତ୍ର ର ଶୁଭାରମ୍ଭ

ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ର ବାଜିମାତ୍

ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ବିଜୟଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳତ ।

ଅବସର କାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଜ୍ୟ, ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି ପୁରସ୍କାର...

ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପଦଯାତ୍ରା...

ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପଦଯାତ୍ରା ରାଲି

ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ 

ଢେଙ୍କାନାଳ ସଦର ମହକୁମାରେ ଓଡିଶା ଦିବସ ମହାସମାରୋହରେ ପାଳିତ

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ

ଢେଙ୍କାନାଳ ସହରସ୍ଥ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ଵ ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋ ତ୍ସବ ଅନୁଷ୍ଠିତ

ରାମନବମୀ ଉପଲକ୍ଷେ ରାମଜନ୍ମ ଉତ୍ସବ

ଢେଙ୍କାନାଳ ମହାବୀର ବଜାର ସ୍ଥିତ ହନୁମାନଜୀ ଙ୍କ ମନ୍ଦିରରେ ରାମଙ୍କ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ...

ଢେଙ୍କାନାଳ ସହର ମଧ୍ୟସ୍ଥ ଭାଗିରଥୀ ସାଗର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା 

ଢେଙ୍କାନାଳ ସହରସୁ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବରେ ଥିବା ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା...

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା...

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପୁଷ୍ପଗୁଚ୍ଛ ସହ ପଦକ ପ୍ରଦାନ କରିଥିଲେ

ଜାରି ରହିବ ଧାରଣା, “ ଶବର’ ଆଦିବାସୀଙ୍କ ନିମନ୍ତେ ‘‘ସମ୍ବଲପୁର ଆରଡିସି"...

ଢେଙ୍କାନାଳ ଜିଲ୍ଲାର ‘ଆରଆଇ"ମାନେ ୧୨୧୫ ଜଣ ଗରିବ ‘‘ଶବର” ଆଦିବାସୀଙ୍କ ନିମନ୍ତେ “ସମ୍ବଲପୁର ଆରଡିସି’’ ମାଗିଥିବା ରିପୋର୍ଟ ଠିକ କରି ନ ଦେବା ଯାଏଁ ରାଜ୍ୟ...

ମୋ ବ୍ଲକ - ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ...

ମଠକରଗୋଳାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ, ଚାଷୀ...

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି

ହଟିଲା ଜବରଦଖଲ, ବୁଦ୍ଧେଶ୍ଵର ପାର୍କ ସକାଶେ ଜମି ଅଧିଗ୍ରହଣ

ପୋଲିସ ଫୋର୍ସ ଙ୍କ ସହାୟତାରେ ବୁଦ୍ଧେଶ୍ଵର ମନ୍ଦିର ନିକଟସ୍ଥ ପାର୍କ ପାଇଁ ଚିହ୍ନଟ ଜାଗାକୁ ଜବରଦଖଲ ମୁକ୍ତ

ଆଖି ପିଛୁଳାକେ ଜୀବନ ଯିବ

ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା କଡରେ ଶୁଖିଲା ଗଛ

କଙ୍କଡ଼ାହାଡ଼ ବ୍ଲକରେ ଆପ୍ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ

କଙ୍କଡ଼ାହାଡ଼ ବ୍ଲକ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରତିନିଧି ମାନଙ୍କର ବୈଠକ ଡ଼ଙ୍ଗାପାଳସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି

୧୭ ଦିନ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ରବିନ ଦାସ

ରବିନ ଙ୍କୁ ସାଗତ କରିବା ପାଇଁ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କିପରି ସଂରକ୍ଷିତ ରଖିବ ବର୍ଷାଜଳ

ଭୁବନ ମହିଳା ମହାବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ସମ୍ବନ୍ଧରେ ଆଲୋଚନା ଚକ୍ର ଓ ପଥ ସଂଚଳନ କାର୍ଯ୍ୟକ୍ରମ

ମାମୁ ଘର ଯିବା ବାଟରେ ଦୁର୍ଘଟଣା

ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ, ଝିଅ ମୃତ, ବାପା ଗୁରୁତର