୧୭ ଦିନ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ରବିନ ଦାସ

ରବିନ ଙ୍କୁ ସାଗତ କରିବା ପାଇଁ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

୧୭ ଦିନ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ରବିନ ଦାସ

୧୭ ଦିନ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ରବିନ ଦାସ

ଭୁବନ ୨୪.୩- ଭୁବନ ବ୍ଲକ ବାଲିବୋ ଅଚଳର ଯୁବ ସାମ୍ବାଦିକ ରବିନ ଦାସ ମାଫିଆ ଙ୍କ ଚକ୍ରାନ୍ତର ଶୀକାର ହୋଇ ଗତ ୭ ତାରିଖ ଦୋଳ ପୂର୍ଣ୍ଣମୀ ଦିନ ଭୁବନ ପୋଲିସ ଦ୍ଵାରା ଗିରଫ ହୋଇ ଜେଲକୁ ଯଇଥିଲେ । ଦୀର୍ଘ ୧୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି । ରବିନ ଙ୍କୁ ସାଗତ କରିବା ପାଇଁ ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଂଜନ ନନ୍ଦ, ସଂଗଠନ ସଂପାଦକ ସଂଜୟ କୁମାର ନାଏକ, ସଭ୍ୟ ମାତାଜୀ ସାହୁ ପ୍ରମୁଖ କାମାକ୍ଷାନଗର ଉପକାରାଗାର କୁ ଯାଇ ସାମ୍ବାଦିକ ଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ ।