ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ର ବାଜିମାତ୍
ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡି ବିଜୟଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳତ ।

ବିଜେଡି ବିଜୟଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳତ ।
ଢେଙ୍କାନାଳ ଗଣେଷ ବଜାର ସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ହିନ୍ଦୋଳ ଏନ.ଏ.ସି ନିର୍ବାଚନ ରେ ବିଜୟ ହାସଲ କରିଥିବା ରୁ ବିଜୁ ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ତଥା ସମସ୍ତ ବିଜୁ ଜନତା ଦଳ କର୍ମୀମାନଙ୍କ ଉପସ୍ଥିତରେ ବିଜୟୀ ଉତ୍ସବ ପାଳନ କରାଯାଇଥିଲା। ବାଣଫୁଟାଇ , ଲଡୁ ଖାଇ ବିଜୟୀ ଉତ୍ସବକୁ ପାଳନ କରିଥିଲେ।