ଫାଓର ସଭାପତି ହେଲେ ସମୀର ଦେ

ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ ।

ଫାଓର ସଭାପତି ହେଲେ ସମୀର ଦେ

ଫାଓର ସଭାପତି ହେଲେ ସମୀର ଦେ । ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ । ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ ।

ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ଦାବି କଲେ ସମୀର

ଫାଓର ନବ ମନୋନୀତ ସଭାପତି ସମୀର ଦେ'ଙ୍କ ଦାବି

-OCA ସଭାପତି ପଦରୁ ପ୍ରଣବଙ୍କ ଇସ୍ତଫା ଦାବି କଲେ

-‘OCA ସଭାପତି ପଦରୁ ଇସ୍ତଫା ଦିଅନ୍ତୁ ପ୍ରଣବ’

-‘ଦେବାଶିଷଙ୍କ ପରି ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ’

-ଆଗାମୀ ଦିନରେ OCAରେ ପରିବର୍ତ୍ତନ ହେବ: