ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍
ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

ଆସିବ ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ନେ l ଏ ନେଇ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଆୟୋଜିତ l ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ l
ବୈଠକରେ ବିଭିନ୍ନ ବର୍ଗର ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହେବେ l ୨୦୨୪-୨୫ ବଜେଟ୍ର ରୂପରେଖ ନେଇ ବିସ୍ତୃତ ଆଲୋଚନା l
ପ୍ରାକ ବଜେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
-‘ବଜେଟ୍ ପାଇଁ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା’
-‘ବିଭିନ୍ନ ବର୍ଗର ଲୋକେ ନିଜ ନିଜର ମତାମତ ଦେଇଛନ୍ତି’
-୨୬ଜଣ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି:
-‘ସମସ୍ତଙ୍କ ମତାମତକୁ ନେଇ ବଜେଟ୍ ପ୍ରସ୍ତୁତ ହେଉଛି’ -‘ଆଗାମୀ ବଜେଟ୍ ଓଡ଼ିଶା ବିକାଶରେ ସହାୟକ ହେବ