Posts
ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ୩୧ଟି ବ୍ରିଜ୍-କମ-ଚେକ୍ ଡ୍ୟାମ୍...
ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି:ମନ୍ତ୍ରୀ
ବଡକୁଳ ପାନ୍ଥନିବାସ ଠାରେ ଜୀବନ ରକ୍ଷାକାରୀ ସରଞ୍ଜାମ ବିତରଣ ଉତ୍ସବ ପାଳିତ
ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁଣୀ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରମୁଖ ସଚିବ ଉଷା ପାଢୀ ରାଜ୍ୟ ସରକାର ଙ୍କ...
କେଦାରନାଥ ଦର୍ଶନ ପାଇଁ ଭିଡ଼ରେ ପହଞ୍ଚିଲେ ଅକ୍ଷୟ କୁମାର
ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଛନ୍ତି
ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଚିହ୍ନଟ
ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ୱାଇଲଡ ଲାଇଫ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି
ଟ୍ରକ୍ ଧକ୍କାରେ ପୁଅ ଆଗରେ ଚାଲିଗଲା ମା’ର ଜୀବନ
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଗଡ଼ପଦା ପଞ୍ଚାୟତ ପଶ୍ଚିମ ସିମୁଳିଆରେ ଘଟିଛି ଅଭାବନୀୟ ଘଟଣା
ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି
୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା
ପୁତ୍ର ସନ୍ତାନ ମୋହରେ ୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା
Indian Coast Guard Ship Vajra apprehended Sri Lankan fishing...
Indian Coast Guard Ship Vajra while on patrol in the Gulf of Mannar apprehended Sri Lankan fishing boat Amul Putha (IMUL-A-0635-NBO)...
ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ...
ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଏବେ ନିୟମିତ ବ୍ୟବଧାନରେ ଛୋଟ ବିମାନ ଭୁବନେଶ୍ବର ଅଭିମୁଖେ ଚଳାଚଳ କରୁଛି
ରାଜଭବନ ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ
ମହାମହିମ ରାଜ୍ୟପାଳ ପ୍ର. ଗଣେଶୀ ଲାଲଙ୍କ କରକମଳରେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ପତାକା ସ୍ତମ୍ଭ ସ୍ଥାପିତ
ନୀରଜ ଚୋପ୍ରା ହେଲେ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍
ଟୋଲିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି
ଧର୍ମପୀଠରେ ନିଶାଦ୍ରବ୍ୟ ଖାଅନି: ଅଶ୍ୱିନୀ ପାତ୍ର
ଶୈବପୀଠରେ ଗଞ୍ଜେଇ ବ୍ୟାନ୍ ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି
ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ
ୟୁପିଏସି ପକ୍ଷରୁ ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି ।
ଆସନ୍ତା ୩ ବର୍ଷ ପାଇଁ ରାଜ୍ୟର ସମସ୍ତ ଚାଷୀଙ୍କୁ ଯୋଗାଇ ଦିଆଯିବ ମାଗଣା...
ଏବେ ଚାଷୀଙ୍କୁ ଫସଲ ବୀମା ବାବଦକୁ ଅର୍ଥ ଦେବାକୁ ପଡ଼ିବନି। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ଯାହା ୩ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩ ଖରିଫରୁ...
ଆଜିଠୁ ଖୋଲିଲା ପାହାଳ ରସଗୋଲା ବଜାର; ବର୍ଦ୍ଧିତ ଦରରେ ମିଳିବ ରସଗୋଲା...
ଛେନା ଦର ବୃଦ୍ଧିକୁ ନେଇ ଗତ ତିନି ଦିନ ଧରି ବନ୍ଦ ଥିବା ପାହାଳ ରସଗୋଲା ବଜାର ଆଜିଠୁ ଖୋଲିଛି
ଜମିବାଡିକୁ କେନ୍ଦ୍ର କରି ୪ ଜଣଙ୍କୁ ହତ୍ୟା
ବରଗଡ଼ ଜିଲ୍ଲା ଭଟଲି ଝିକିଝିକି ଗାଁରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି
ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରଡିଲେ ସୁର , କଣ କହିଲେ ଦେଖନ୍ତୁ
୨୦୨୪ ଭୋଟ କୁ ଲକ୍ଷ ରଖାଯାଇ ଏବେ ସବୁ ନାଟକ ଚାଲୁଛି।
ପୁଅ ହାଣି ଦେଲା ମା କୁ,
ପାରାଦୀପ ଉପକଣ୍ଠ ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟାକାଣ୍ଡ








