କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ
ଧରାପୁର୍ ପଞ୍ଚାୟତ ର ନାଥପୁର୍ ରେ ଥିବା ମହାପୁରୁଷ କ୍ଲବ ଓ ଜିଲ୍ଲା ପରିଷଦ ଅଶୋକ ସାମଲ ଙ୍କ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଧାରପୂର୍ ପଞ୍ଚାୟତ ର ନାଥପୁର୍ ରେ ଥିବା ମହାପୁରୁଷ କ୍ଲବ ଓ ଜିଲ୍ଲା ପରିଷଦ ଅଶୋକ ସାମଲ ଙ୍କ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି
ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ରାଜ୍ୟ ଟପ୍ପର ହୋଇଥିବା ରାମପୁର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶ୍ରେୟଶ୍ରୀ ଜେନାଙ୍କ ସହିତ ବ୍ଲକ ର 153 ଜଣ A1 ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।
ଦେଖନ୍ତୁ ଭିଡିଓ