ଧର୍ମପୀଠରେ ନିଶାଦ୍ରବ୍ୟ ଖାଅନି: ଅଶ୍ୱିନୀ ପାତ୍ର

ଶୈବପୀଠରେ ଗଞ୍ଜେଇ ବ୍ୟାନ୍ ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି

ଧର୍ମପୀଠରେ ନିଶାଦ୍ରବ୍ୟ ଖାଅନି: ଅଶ୍ୱିନୀ ପାତ୍ର

ଶୈବପୀଠରେ ଗଞ୍ଜେଇ ବ୍ୟାନ୍ ନେଇ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶୈବପୀଠରେ ଗଞ୍ଜେଇ ବ୍ୟାନˆୁ ମୋର ସମ୍ପୁର୍ଣ୍ଣ ସମର୍ଥନ ରହିଛି । ଖାଲି ଶୈବପୀଠ ନୁହେଁ ସବୁ ଧର୍ମପୀଠରେ ନିଶାଦ୍ରବ୍ୟ ବ୍ୟବହାର କଦାପି ନହେଉ । ଧର୍ମପୀଠରେ ନିଶାଦ୍ରବ୍ୟ ବନ୍ଦ ପାଇଁ କଠୋର ପଦକ୍ଷେପ ଆବଶ୍ୟକ ଅଛି ।