କେଦାରନାଥ ଦର୍ଶନ ପାଇଁ ଭିଡ଼ରେ ପହଞ୍ଚିଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଛନ୍ତି

କେଦାରନାଥ ଦର୍ଶନ ପାଇଁ ଭିଡ଼ରେ ପହଞ୍ଚିଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ସେ ତାଙ୍କ ସିକ୍ୟୁରିଟି ଗାର୍ଡ଼ଙ୍କ ସହିତ କେଦାରନାଥ ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ତାଙ୍କ ଚାରିପାଖରେ ଫ୍ୟାନ୍ସମାନଙ୍କ ଭିଡ ମଧ୍ୟ ଦେଖାଯାଇଛି ।