Posts

Kalahandi

ଜୟପାଟଣା ଢୁଲୁ ଘାଟିରୁ ଖସିପଡ଼ିଲା ପିକଅପ ଭ୍ୟାନ, ଜଣେ ମୃତ, ୬ ଗୁରୁତର

କଳାହାଣ୍ଡି ଜିଲ୍ଲା ଜୟପାଟଣା ଢୁଲୁ ଘାଟିରେ ସଡ଼କ ଦୁର୍ଘଟଣା ।

State

ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Keonjhar

ରୋଷଣୀ ବେଳେ ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍ : ୫ ମୃତ, ୭ ଗୁରୁତର

ଦିଗପହଣ୍ଡି କନ୍ୟାଯାତ୍ରୀ ବସ୍ ଦୁର୍ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବରଯାତ୍ରୀ ପ୍ରାଣ ହରାଇଛନ୍ତି

Puri

ବାହୁଡା ଯାତ୍ରା ର ସିଧା ପ୍ରସାରଣ

ବାହୁଡା ଯାତ୍ରା ର ସିଧା ପ୍ରସାରଣ

Puri

ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଲୀଳାଖେଳା ସାରି...

Horoscope

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୨୮ ତାରିଖ ୨୦୨୩ ମସିହା(ବୁଧବାର)

Baleswar

ଥାନା ଅଧିକାରୀଙ୍କ କାର ଅଟୋକୁ ପଛପଟୁ ପିଟିଲା, ଦୁଇ ଆହତ

ବାଲେଶ୍ୱର ଜିଲ୍ଲା ସଦର ଥାନା କୁରୁଡ଼ା ସର୍ଭିସ ରୋଡ଼ରେ ଅଟୋକୁ ପଛପଟୁ ପିଟିଲା କାର ।

Berhampur

ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଏନ୍.ସି.ଏ ପକ୍ଷରୁ କ୍ୟାଣ୍ଡେଲ୍ ମାର୍ଚ୍ଚ

Politics

ବାରମ୍ବାର ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପୀ...

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସାରା ରାଜ୍ୟରେ ଶାଣିତ ହେଉଛି ପ୍ରତିବାଦର ସ୍ୱର । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ।

State

ବୁଧବାରଠାରୁ କମିବ ବର୍ଷା

ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି

National

ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ମମତା ବାନାର୍ଜୀଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁଁ ହଠାତ୍ ସେବୋକ ଏୟାରବେସରେ ଜରୁରୀ ଅବତରଣ କରିଛି ।

State

ବାହାନଗା ରେଳ ଦୁର୍ଘଟଣା : ୮୧ ଶବକୁ ୯୦ ଦାବିଦାର

ବାହାନଗା ରେଳ ଦୁର୍ଘଟଣାର ୮୧ ମୃତକଙ୍କୁ ନିଜର କହୁଛନ୍ତି ୯୦ ଜଣ ବ୍ୟକ୍ତି।

Politics

5T ସଚିବଙ୍କ ବିରୋଧରେ କେନ୍ଦ୍ର ନିକଟରେ ଫେରାଦ ହେଲେ ବିଜୟ

5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ...

State

ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ

ଚାକିରି ଛାଡ଼ିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

National

ଆଜି ଆଉ ୫ଟି ସ୍ଥାନରେ ଗଡି଼ଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଆଜି ଭାରତୀୟ ରେଳ ଇତିହାସରେ ଏକ ନୂଆ ଇତିହାସ ଯୋଡି ହେବାକୁ ଯାଉଛି। ଆଜି (ମଙ୍ଗଳବାର) ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟପ୍ରଦେଶ ରାଣୀ କମଳାପତି...

State

ଟମାଟୋରେ ହାତ ମାରିଲେ ଲାଗୁଛି ଡର

ଆକାଶ ଛୁଆଁ ଟମାଟୋ ଦର । ଟମାଟୋରେ ହାତ ମାରିଲେ ଲାଗୁଛି ଡର । କିଣିଲେ ପକେଟକୁ ବାଧୁଛି

Sports

ଆସିଲା ବିଶ୍ୱକପର କାର୍ଯ୍ୟସୂଚୀ

୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ କେଉଁଦିନ କାହାସହ ଖେଳିବ ଟିମ୍ ଇଣ୍ଡିଆ ?

Nabarangpur

ଟଙ୍କା ପାଳ ଙ୍କ ଚାକିରି ଗଲା

ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ

Koraput

ଆଉ ଏକ ସଡକ ଦୁର୍ଘଟଣା: ପଟାଙ୍ଗୀ ନିକଟରେ କାର୍ -ଟ୍ୟାଙ୍କର ମୁହାଁମୁହିଁ,...

ଆଜି ରାଜ୍ୟରେ ଆଉ ଏକ ସଡକ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Berhampur

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ସରକାରୀ ବାବୁ : ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘରେ ରାତି ଅଧିଆ ଚଢାଉ