ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।

ବାଇକ ଯୋଗେ ଗଞେଇ ଚାଲାଣ କରୁଥିବା ଅଭିଯୁକ୍ତ ଯୁବକ ଗିରଫ,ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।

ବାଇକ ସହ ୧୫ କେଜି ୧୦୦ ଗ୍ରାମ ଓଜନ ର ଗଞେଇ ଜବତ ।

ଟିଟିଲାଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର୍ ଗ୍ରାମ ନିକଟରେ ବରଗଡ଼ ଥାନା ଅନ୍ତର୍ଗତ ପଲାସପାଲି ଗ୍ରାମ ର ପ୍ରଦିପ ଖଟୁଆ ନାମକ ଜଣେ ଯୁବକ ଏକ ବାଇକ ଯୋଗେ ୧୫ କେଜି ୧୦୦ ଗ୍ରାମ ଓଜନର ଗଞେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଗିରଫ ହୋଇଛି ।

ପ୍ରକାଶ ଯେ, ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଙ୍କ ସୂଚନା କ୍ରମେ,ଉକ୍ତ ଅଭିଯୁକ୍ତ ବାଇକ ଯୋଗେ ଗଞେଇ ଚାଲାଣ କରୁଥିବା ନେଇ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଉକ୍ତ ଯୁବକ କୁ ଠାବ କରିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ।