Posts

Subarnapur

ଟିଟିଲାଗଡ ହାଟପଦା ପଡ଼ାର ୬୩ ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ...

ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମାଁ ଙ୍କ ଦୁର୍ଗା ପୂଜା।

Subarnapur

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି...

ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

State

ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା

ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର

State

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୪ଟି ଗେଟ୍‌

ଏବେ ୧୦ଟି ଗେଟ୍ ଦେଇ ହୀରାକୁଦରୁ ଚାଲିଛି ଛକ ନିଷ୍କାସନ ।

Angul

ଥମୁନି ହାତୀ ଆତଙ୍କ

ଥମୁନି ହାତୀ ଆତଙ୍କ। ହାତୀ ମଣିଷ ଲଢେଇରେ ଯାଉଛି ଅନେକ ଜୀବନ

Crime o Criminal

ଘୋଡ଼ାପଙ୍କା ଗାଁରେ ଦମ୍ପତିଙ୍କୁ ହତ୍ୟା

ସୋମବାର ରାତି ପ୍ରାୟ ୯ଟା ବେଳେ ୨ ଜଣ ଦୁର୍ବୃତ୍ତ ଘରେ ପଶି ପ୍ରଥମେ କପିଳେନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ।

State

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋ ହଲ୍ଲା ।

Horoscope

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୨୬ ତାରିଖ ୨୦୨୩ ମସିହା(ମଙ୍ଗଳବାର)

Kalahandi

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

Khordha

ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ

ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି

National

ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ ସହ ପରିସ୍ରା ପିଆଇଲେ

ବିହାରର ପାଟନା ଜିଲ୍ଲାରେ ଜଣେ ମହାଜନ ଏବଂ ତାଙ୍କ ସହଯୋଗୀମାନେ ଜଣେ ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ କରିବା ସହ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି

Puri

ବନକଲାଗି ନୀତି ବିବାଦ

ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି

State

ଝାରସୁଗୁଡାରେ ବଲିଉଡ ଅଭିନେତା ଗୋବିନ୍ଦା

ଗୋଟିଏପଟେ ପଶ୍ଚିମ ଓଡିଶାରେ ନୂଆଖାଇ ଭେଟଘାଟ ଚାଲିଥିଲା ବେଳେ ଚାଲିଛି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

State

ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର

ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର, ବର୍ଷା ହେଲେ ପାଣି ଗଳୁଛି, ଖରା ହେଲେ କଂକ୍ରିଟ୍‌ ଖସୁଛି; ପିଲାମାନେ ପଢ଼ିବେ କେଉଁଠି

Entertainment

ବିବାହ ବନ୍ଧନରେ ବାନ୍ଧିହେଲେ ପରିଣୀତି-ରାଘବ ଯୋଡ଼ି

ବିବାହ ବନ୍ଧନରେ ପରିଣୀତି-ରାଘବ ଯୋଡ଼ି

State

୩ରେ ଓଡ଼ିଶା ବନ୍ଦ ଡାକରା

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା

Sports

ମହିଳା କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ

ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।

Sambalpur

ବନ୍ଦ ହେଲା ହୀରାକୁଦର ଆଉ ୧୦ ଗେଟ୍

ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି