ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା

ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର

ସେପ୍ଟେମ୍ବର ୨୮ ସରକାରୀ ଛୁଟି ଘୋଷଣା

ଆସନ୍ତା ୨୮ ତାରିଖକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । 'ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ' ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖ ଶୁକ୍ରବାର ବଦଳରେ ୨୮ ତାରିଖ ଗୁରୁବାର ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ତେଣୁ ଗୁରୁବାର ଦିନ ରାଜ୍ୟର ସରକାରୀ ଅଫିସ, ରାଜସ୍ୱ ଓ ଅଦାଲତୀ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ ।