Posts
ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁ ବହିଷ୍କାର
ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ
ମନୋରଞ୍ଜନ ଜଗତରୁ ଆସିଛି ଦୁଃଖଦ ଖବର | ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି
‘ସମ୍ବାଦ’ ଲୋନ୍ ସ୍କାମ୍ ନେଇ ସୌମ୍ୟ ବହିଷ୍କାର
‘ସମ୍ବାଦ’ ଲୋନ୍ ସ୍କାମ୍ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି।
ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି ।
ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ
କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି
ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ: ଜୟନାରାୟଣ
ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।
କୁଲି ବେଶରେ ରାହୁଲ
କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି
ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ
ପ୍ରମିଳା ଇସ୍ତଫା ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗ
ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ
ଜଣେ ନୁହେଁ ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବିଶ୍ୱକପ ପାଇଁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆ ଜର୍ସି
ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି
ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା
ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଜଙ୍କିଆ ପଲ୍ଲୀ ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟା
ପୁରୀ ଶିଳ୍ପିକା କଳାକାରଙ୍କ ଶିବ ଦାଣ୍ଡବ ସମସ୍ତଙ୍କୁ ବିମୋହିତ କଲା
କାନାଡାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ
ଭାରତ-କାନାଡା ସଂପର୍କରେ ତିକ୍ତତା ବଢିବାରେ ଲାଗିଛି । କାନାଡା ସରକାରଙ୍କୁ ଜବାବ ଦେବାକୁ ଭାରତ ସରକାର ଯେସାକୁ ତେସା ନୀତି ଆପଣେଇଛନ୍ତି ।
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ ୧୯ ମଣ୍ଡପ ରେ ଗଜାନନ ଙ୍କ ଆବିର୍ଭାବ ୨୪ ରୁ ୨୬ ମେଲଣ,୨୭ ରେ ଭସାଣି ୧୨ ବର୍ଷ ପୂର୍ତ୍ତି ପାଳନ...
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ । ସେମାନଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇସାରିଛି। ସାମ୍ନାକୁ ଆସିଛି ମେହେନ୍ଦି ଫଟୋ ।








