Posts
ଅନୁଗୁଳ ଜିଲ୍ଲା ବିଜେଡିର ଦୁଇ ନେତା ନିଲମ୍ବିତ
ଦଳବିରୋଧୀ କାର୍ଯ୍ୟ ପାଇଁ ଆଉ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ
ମହିଳାଙ୍କ ପରେ ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି
ସିକିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ
ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ।
ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର
ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା
୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି
ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି ।
ଅଭିନେତା ରଣବୀର କପୁରଙ୍କୁ ଇଡି ସମନ
ଅନଲାଇନ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି
ସ୍କ୍ରବ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୨୦ ଚିହ୍ନଟ
ଘାତକ ହେଉଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ପୁଣି ୨୦ ପିଜିଟିଭ ଚିହ୍ନଟ ହୋଇଛନ୍ତି
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ଯାଏଁ ବନ୍ଦ ରହିବ...
ଗୁରୁବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ।
ହକି ଫାଇନାଲରେ ଭାରତ
ଏସୀୟ କ୍ରୀଡ଼ା ହକି । ଫାଇନାଲରେ ଭାରତ । ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ହରାଇଲା ଭାରତ
ବାଲିଅନ୍ତା ଓ ଜଟଣୀ ବ୍ଲକର 429 ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ
ସ୍ନାର୍ଟ ସିଟିର 429 ଟି ରାସ୍ତା ପ୍ରକଳ୍ପକୁ ମିଳିଛି ଅନୁମୋଦନ । ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ।
ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ
ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର
ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର
ଓଏଏସ୍ ସ୍ତରରେ ଅଦଳବଦଳ
ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି








