Posts
କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳିକୁ ମିଳିଲା GI ଟ୍ୟାଗ୍ ମାନ୍ୟତା
କେନ୍ଦ୍ରାପଡାର ପ୍ରସିଦ୍ଧ ମିଷ୍ଟାନ୍ନ 'ରସାବଳି'କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।
ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା
ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ର କଞ୍ଚନବାହାଳି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l
ଦିନ ଆସିବ ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ : ନୀତିନ ଗଡ଼କରୀ
ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ, ଇଥାନଲ ପମ୍ପ ଇତ୍ୟାଦି ରହିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।
ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ...
ସୋନପୁର ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନକଲି ଆଦିବାସୀ ଙ୍କୁ ଗିରଫ
ଅନ୍ୟ ବର୍ଗ ଲୋକଙ୍କୁ ଆଦିବାସି ସଂପ୍ରଦାୟ ରେ ସାମିଲ ନେଇ ଆଦିବାସୀ ସଂଘ ର ପ୍ରତିବାଦ ।
ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ...
ଜଟଣୀ ନାଇଜର କ୍ୟାମ୍ପସ ପରିସରରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ୧ ନଂ ହାଟ ଖୋଲିବ
ମଙ୍ଗଳବାର ପୂର୍ବାହ୍ନରେ ବିଏମ୍ସି ଅଧିକାରୀ ଘଟଣାସ୍ଥଳକୁ ଆସି ଏହା ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଞ୍ଚା ପରିବା ମହାସଂଘ ସମ୍ପାଦକ କବିରାଜ...
ବିସ୍କୁଟ ଗୋଦାମରେ ଲାଗିଲା ନିଆଁ
ବିସ୍କୁଟ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଚକଲେଟ ଓ ବିସ୍କୁଟ ।
ଭୂକମ୍ପରେ ଥରିଲା ରାଜଧାନୀ
ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି
ଲୋକସେବା ଭବନରେ ଲାଗିଲା ନିଆଁ
ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି।
ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍
ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ୍ରେ ଲଟକି ରହିଛି ବସ୍ ।
ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ
ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁଲିବ ୩୪ଟି ସାଇବର ସୁରକ୍ଷା ରଥ
ଭୁବନ ମହିଳା ମହାବିଦ୍ୟାଳୟରେ "ସ୍ବଚ୍ଛତା ହିଁ ସେବା" ଅନୁଷ୍ଠିତ
ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏନ୍ ଏସ ଏସ (ଜାତୀୟ ସେବା ଯୋଜନା ) ୟୁନିଟ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ...
ସ୍ଵଚ୍ଛତା ହିଁ ଜୀବନ
ପ୍ରଧାନମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁସାରେ୧ ଅକ୍ଟୋବରରେ ଗୋଟିଏ ଦିନ ମାତ୍ର ସମସ୍ତଙ୍କୁ ସମୟ ଦେଇ ଆମ ଦେଶକୁ ସ୍ଵଚ୍ଛ ଓ ନିର୍ମଳ କରିବା ପାଇଁ ଆହ୍ବାନ ଦେଇଛନ୍ତି








