Politics

ଶଙ୍ଖ ଫୁଙ୍କିଲେ ସୁରଙ୍କ ସାନପୁଅ ମନ୍ମଥ

ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ

ବିଜେଡିରେ ମିଶିବେ କି ସୁରଙ୍କ ସାନ ପୁଅ

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ଯିବେ କି ବିଜେଡି ? ଚର୍ଚ୍ଚା ଭିତରେ ସୁର ରାଉତରାୟଙ୍କ ଆସିଛି ପ୍ରତିକ୍ରିୟା

ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ

ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ

ଏଥର ଡବଲ ଇଞ୍ଜିନ୍ ସରକାର ନିଶ୍ଚିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ଓ ପରେ ରାଜଧାନୀରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ...

ଗୋଆରେ ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଲଢ଼ିବେ ପଲ୍ଲବୀ ଡେମ୍ପୋ

ଇତିହାସ ରଚିଲେ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ

ମିଳିଲାନି ଲୋକସଭା ଟିକେଟ: ବିଷ ପିଇଦେଲେ ଏମ୍‌ପି

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ତାଲିକା ଘୋଷଣା। ଏହାକୁ ନେଇ ଦେଖାଦେଲାଣି ରାଜନୈତିକ ହଟଚମଟ। ଇତି ମଧ୍ୟରେ ଲୋକସଭା ଟିକେଟ...

୬ ଲୋକ ସଭା, ୪୨ ବିଧାନସଭା ଆସନ ପାଇଁ ବିଜେଡିର ରଣନୀତି

ବିଜେଡି ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀ ଲୋକମାନଙ୍କୁ ଡାକି ଆଲୋଚନା କରିଚାଲିଛି।

ବିଜେଡିରେ ମିଶିଲେ ଇରାନୀ ରାୟ

କିଛିଦିନ ପୂର୍ବରୁ ସେ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ବୀରପ୍ପାନଙ୍କ ଝିଅ ଲଢ଼ିବେ ଲୋକସଭା ନିର୍ବାଚନ

କୁଖ୍ୟାତ ଚନ୍ଦନ ଦସ୍ୟୁ ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଏପ୍ରିଲ ୧୯ରେ ତାମିଲନାଡୁରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନରେ ​​ନିଜ ଭାଗ୍ୟ ପରୀକ୍ଷା...

ନିର୍ବାଚନ ପ୍ରସ୍ତୁତି: ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ...

ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବଲପୁର ଓ ସୁନ୍ଦରଗଡ ସଂସଦୀୟ...

ତୁଟିଲା ମେଣ୍ଟ ଚର୍ଚ୍ଚା; ଏକକୀ ଲଢିବ ବିଜେପି

ଚଳିତ ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଲାଗି ରହିଥିବା ମେଣ୍ଟ ଚର୍ଚ୍ଚାର ଅବସାନ ଘଟିଛି ।

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୁହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୁହରି ମହତାବ

ସିଇଓଙ୍କୁ ଫେରାଦ ହେଲା ବିଜେପି

ବାଜି ସାରିଛି ନିର୍ବାଚନୀ ବିଗୁଲ । ଆଉ ଏହା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି

ଶୁଣିଲାନି କ୍ୟାପିଟାଲ ହସ୍ପିଟାଲ ,ବାପାଙ୍କ ଅବସ୍ଥା ସଂକଟାପନ୍ନ

କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ