ପ୍ରଥମେ ବ୍ୟାଟିଙ୍ଗ କରିବ ଭାରତ

ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ

ପ୍ରଥମେ ବ୍ୟାଟିଙ୍ଗ କରିବ ଭାରତ

ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୩୩ରେ ଭାରତ ହେଉଛି ଏକମାତ୍ର ଦଳ, ଯେ ଏପର୍ଯ୍ୟନ୍ତ ଏହି ବିଶ୍ଵକପରେ କୌଣସି ମ୍ୟାଚ୍ ହାରିନାହିଁ । ରବିବାର ଦିନ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ବିପକ୍ଷରେ ଭାରତ ନିଜର ବିଜୟ ଧାରା ଜାରି ରଖିବାର ଲକ୍ଷ ନେଇ ପଡିଆକୁ ଓହ୍ଲାଇବ । ଅକ୍ଟୋବର ୨୯ ରେ ଏକାନା ଷ୍ଟାଡିୟମରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବାକୁ ଯାଉଛି । ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍ ।

ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୩୩ରେ ଭାରତ ହେଉଛି ଏକମାତ୍ର ଦଳ, ଯେ ଏପର୍ଯ୍ୟନ୍ତ ଏହି ବିଶ୍ଵକପରେ କୌଣସି ମ୍ୟାଚ୍ ହାରିନାହିଁ । ରବିବାର ଦିନ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ବିପକ୍ଷରେ ଭାରତ ନିଜର ବିଜୟ ଧାରା ଜାରି ରଖିବାର ଲକ୍ଷ ନେଇ ପଡିଆକୁ ଓହ୍ଲାଇବ । ଅକ୍ଟୋବର ୨୯ ରେ ଏକାନା ଷ୍ଟାଡିୟମରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବାକୁ ଯାଉଛି । ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍