ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟି-୨୦ ମ୍ୟାଚ୍
ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ।

ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ରବିବାର ଖେଳାଯିବ ସିରିଜ୍ରେ ପଞ୍ଚମ ତଥା ଶେଷ ମ୍ୟାଚ୍ । ପୂର୍ବରୁ ଭାରତ ଟି-୨୦ ସିରିଜ୍କୁ ନାମରେ କରିସାରିଛି । ଭାରତ ଏବେ ୩-୧ରେ ଆଗୁଆ ରହିଛି । ଏହାସହିତ ସିରିଜ୍କୁ ମଧ୍ୟ ହାତେଇଛି । ତେଣୁ ଆଜିର ମ୍ୟାଚ୍ରେ ଏକାଧିକ ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ ।