ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା

ଯେବେ ବି ଓଡିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା

ଯେବେ ବି ଓଡିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ । ୨୩ ବର୍ଷର ବିଜେଡି ଶାସନର ଯେଉଁ ବିସଙ୍ଗିତ ରହିଛି ଆଉ ପାକୁ ଆଣିବୁ । ଗୃହ ମନ୍ତ୍ରୀ ଅମିତ ଶାହ ଆସିଥିଲେ ଏନେଇ ପ୍ରଞ୍ଜଳ ଭାବେ କହିଛନ୍ତି । ମେଣ୍ଟର ପ୍ରଶ୍ନ ନାହିଁ ଆରଣୀୟ ମନ୍ତ୍ରୀ ମାନେ କହିସାରିଛନ୍ତି । ନିର୍ବାଚନରେ ବିଜେପି ବିରୋଧରେ ବିଜେଡି ବିଜେଡି ବିରୋରେ ବିଜେପି ଯିବ । ଆଗୁଆ ନିର୍ବାଚନ ସମ୍ଭାବନା ନେଇ ମ୍‌ୟ ରଖିଲେ ପ୍ରତିକ୍ରିୟା । ଯେଉଁ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍‌୍ର ଅନୁମୋଦନ କରିନି କିପରି ହେବ । ପ୍ରସ୍ତାବ ଯାଇଛି ନାହିଁ, ହୁଏତ ଏହା କଳ୍ପନାଜଳ୍ପନା ଥାଇପାରେ । ୫ ବର୍ଷ ପାଇଁ ଜନାଦେଶ ପାଇଛନ୍ତି ତେବେ କହିଁକି ଏତେ ହଡବଡ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡଙ୍ଗୀ ।