ବିଭିନ୍ନ ପ୍ରକାର ବିଶାକ୍ତ ସାପ ଧରିବା ପାଇଁ ଲୋକ ମାନଙ୍କ ସେବାରେ ରବୀନ୍ଦ୍ର ସାର୍
ରବୀନ୍ଦ୍ର ସାର୍ ପେଶାରେ ଶିକ୍ଷା ଦାନ କରୁଥିବା ବେଳେ ନିଶାରେ ସାପ ଧରାଳି

ରବୀନ୍ଦ୍ର ସାର୍ ପେଶାରେ ଶିକ୍ଷା ଦାନ କରୁଥିବା ବେଳେ ନିଶାରେ ସାପ ଧରାଳି ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଳକ ବାରୋ ଗ୍ରାମରେ ରବୀନ୍ଦ୍ର କୁମାର ସାହୁ ଭାରତ ସୋସିଆଲ ସଭିସ୍ ରେ ସମାଜ ସେବା ଆଜକୁ 25 ବର୍ଷ ଧରି ଘରୋଇ ଶିକ୍ଷା ରେ ଜଡିତ ରହିଥିବା ବେଳେ ଗଣେଶ କୋଚିଙ୍ଗ ଅଫ୍ ଏଡୁକେସନରେ ପିଲା ମାନଙ୍କୁ ଶିକ୍ଷା ଦାନ କରିଥିବା ଭିତରେ ଯେଉଁ କୈଳାସି ସ୍ଥାନ ରୁ ତାଙ୍କ ପାଖକୁ ସାପ ଧରିବା ପାଇଁ ତାଙ୍କ ପାଖକୁ ଦିନ ହୋଉ କିମ୍ବା ରାତି ଖବର ଆସେ ରବିନ୍ଦ୍ର ସାର୍ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଲୋକମାନଙ୍କୁ ସାପ ଧରି ଲୋକମାନଙ୍କୁ ସେବା ଯୋଗାଇ ଦେଇଥିବା ବେଳେ ବିଗତ ବାର ବର୍ଷ ଧରି ନିଜସ୍ୱ ଜଳ ଛତ୍ର ଦ୍ୱାରା ବହୁ ଅନୁଷ୍ଠାନ ମାନଙ୍କରେ ନିଜକୁ ନିୟୋଜିତ କରିଥିବାର ଦେଖିବାକୁ ମିଳିଛି l
ଭଦ୍ରକ ରୁ ରାଜେଶ କୁମାର ମାହୁନ୍ତ ଙ୍କ ରିପୋର୍ଟ