ରାଜରାସ୍ତା ରେ ଡ୍ରାଇଭରଙ୍କ ଆନ୍ଦୋଳନ, ଅସ୍ତବ୍ୟସ୍ତ ଜନ ଜୀବନ, ସମାଧାନ ପାଇଁ ଦାବୀ
୧୦ ଦଫା ଦାବୀ ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଛି ଧର୍ମଘଟ ଡାକରା
ରାଜରାସ୍ତା ରେ ଡ୍ରାଇଭରଙ୍କ ଆନ୍ଦୋଳନ
ଡ୍ରାଇଭର ମହାସଂଘ ଡକରା ରେ ଆନ୍ଦୋଳନ
୧୦ ଦଫା ଦାବୀ ନେଇ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ
ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆଯାଇଛି ଧର୍ମଘଟ ଡାକରା
ଆନ୍ଦୋଳନ ଡକରା ରେ ଜନ ଜୀବନ ପ୍ରଭାବିତ
ଯାତ୍ରୀ ପରିବହନ ଓ ପଣ୍ୟ ପରିବହନ ବିଶେଷ ପ୍ରଭାବିତ
ପାରାଦୀପ ବନ୍ଦର କୁ ପଣ୍ୟ ପରିବହନ ସମ୍ପୂର୍ଣ ବନ୍ଦ
ଅମାନିଆ ଙ୍କୁ ଫୁଲମାଳ ଦେଇ ସ୍ବାଗତ କଲେ ଆନ୍ଦୋଳନକାରୀ
ଅସ୍ତବ୍ୟସ୍ତ ଜନ ଜୀବନ, ସମାଧାନ ପାଇଁ ଦାବୀ
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ