State

ବିଜୁଜନତା ଦଳର ଅମରେନ୍ଦ୍ର ଦାସ ଙ୍କ ନେତ୍ରୁତରେ ବିଶାଳ କର୍ମୀ ସମାବେଶ

ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମାବେଶ ସ୍ଥାନୀୟ ଚର୍ଚିକା ବଜାର ନିକଟରେ ଆୟୋଜିତ ହୋଇଯାଇଛି।

ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି।

ନେମାଳ ପୀଠ ରେ ପହଞ୍ଚିଲା ଶ୍ରୀମନ୍ଦିର ନିମନ୍ତ୍ରଣ ପତ୍ର.

ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ନେମାଳ ସମାଧି ପୀଠ ପଦ୍ମାବନ ଠାରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ମାଲକାନଗିରି, ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି । ଆକାଶପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି

ନବରଙ୍ଗପୁର ରାଇଘର ଗସ୍ତରେ ପାଣ୍ଡିଆନ୍‌

5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତରେ ଯିବେ

ଘାଟିରେ ଭ୍ୟାନ୍ ଓଲଟି ୨୦ରୁ ଅଧିକ ଛାତ୍ର ଆହତ

ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅର୍ନ୍ତଗତ ଛେଳିଗଡ଼ ନିକଟ ଚମ୍ପା ଘାଟିରେ ଏକ ଭ୍ୟାନ୍ ଓଲଟି ୨୦ରୁ ଅଧିକ ସ୍କୁଲ ଛାତ୍ର ଆହତ ହୋଇଛନ୍ତି

ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର

ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ଦିନ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ହେବ ଶୁଭାରମ୍ଭ...

ବ୍ରହ୍ମପୁରରେ ଗଡିଲା ଅର୍ପଣ ରଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରାକ୍-ଅବସରରେ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟରୁ ୪ଟି ଅର୍ପଣ ରଥର ପରିକ୍ରମା ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଛି।

ନୂଆ ରୂପ ନେଉଛି ନରେନ୍ଦ୍ର ପୋଖରୀ

ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି । ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ...

ରାଜ୍ୟକୁ ପୁଣି ଫେରିଲା ଶୀତ

ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି ।

ଚିଲିକା ମଝିରେ ଫସିଗଲେ କେନ୍ଦ୍ରମନ୍ତ୍ରୀ

ଚିଲିକା ମଝିରେ ଫସିଗଲେ କେନ୍ଦ୍ରମନ୍ତ୍ରୀ ପରୋଷତ୍ତମ ରୁପାଲା ।

ଆସନ୍ତା କାଲି ଠାରୁ ସାରା ରାଜ୍ୟ ରେ ପୁଣି ଦେଖା ଦେବ ତୈଳ ସଙ୍କଟ

ଡ୍ରାଇଭର ଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ଉପରେ ପ୍ରଭାବ ପଡିଥିବା ବେଳେ ଆଜି ତାହା ସ୍ବାଭାବିକ ଅବସ୍ଥା କୁ ଆସିଥିଲା କିନ୍ତୁ ଆଜି ପୁଣି ଅନିର୍ଦ୍ଦିଷ୍ଟକାଳୀନ...

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ

ଆଠଗଡ଼ ଧବଳେଶ୍ୱରଙ୍କୁ ଦର୍ଶନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ