ଜୋର ସୋର୍ ରେ ଚାଲିଛି ରଥ ତୁମ୍ବ ତିଆରି କାମ
ଶେଷ ପର୍ଯ୍ୟାୟରେ ରଥ ତୁମ୍ବ ର ଗୋଲେଇ କାର୍ଯ୍ୟ, ତିନି ରଥର ୪୨ ଗୋଟି ତୁମ୍ବ ରୁ ୪୧ ଗୋଟି ତୁମ୍ବର ଗଡ କାର୍ଯ୍ୟ ପ୍ରାୟ ସମାପ୍ତ ହେବା ଉପରେ

ରଥ ଖଳାରେ ଆଜି ସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବ ରୁ ୪୧ ଗୋଟି ତୁମ୍ବର ଗଡ କାର୍ଯ୍ୟ ସମାପ୍ତ ହୋଇ ଯାଇଛି ଓ ସେଥି ମଧ୍ୟରୁ ୨୭ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ସମାପ୍ତ ହୋଇଛି ।
ଏଥି ସହ କମାରଶାଲରେ କମାର ସେବକ ମାନେ ଅର କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।