ବନ୍ଧା ହେଲେ ପାଞ୍ଚ ସ୍ତ୍ରୀର ସ୍ବାମୀ

ଭୁବନେଶ୍ବର: ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ବାମୀ, ଲାଇନ୍ରେ ଥିଲେ ଆଉ ୪୯ ପ୍ରେସମିଟ୍ କରି ପର୍ଦ୍ଦାଫାସ କଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା -ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ଠକୁଥିଲେ -ମହିଳା ପୋଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଲେ -ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ୍ କରି ଟଙ୍କା ଠକେଇ କରୁଥିଲେ -ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ୍ ନେଇ ମଉଜ କରୁଥିଲେ l
ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ- କମିଶନର ସଞ୍ଜୀବ ପଣ୍ଡା lଅଭିଯୁକ୍ତ ଜଣଙ୍କ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ସିପିଙ୍କ ସୂଚନା l ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍ ଜବତ l ୩ ବ୍ୟାଙ୍କ ଆକାଉଣ୍ଟ ସିଜ୍, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ l