ଓଡ଼ିଶାରେ କାୟା ମେଲାଉଛି କୋରୋନା
ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୨ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି।

ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୨ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଲଗାତାର 4ର୍ଥ ଦିନରେ ଚିହ୍ନଟ ହେଲେ କୋରୋନା ସଂକ୍ରମଣ ।
ଗତ 24 ଘଣ୍ଟାରେ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍ । ଡିସେମ୍ବର 23 ତାରିଖରେ ରାଜ୍ୟରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।
ଗତ ସୋମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ପୁଣି ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ଅର୍ଥାତ ଗତ 24 ଘଣ୍ଟାରେ ଆଉ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି । ଗତକାଲି(ବୁଧବାର) ୬୯୦ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୩୭୮ ଆରଟିପିସିଆର କରାଯାଇଥିଲା । ତେବେ ଏହି ଟେଷ୍ଟିଂରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 8ଟି ଆକ୍ଟିଭ କେସ ରହିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ଭୟାବହ ସ୍ଥିତି ନାହିଁ ।
ସଂକ୍ରମିତଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ।" Odisha Corona Cases Rising: ଲଗାତାର ଚତୁର୍ଥ ଦିନରେ ରାଜ୍ୟରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁOdisha Corona Casesଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଲଗାତାର 4ର୍ଥ ଦିନରେ ଚିହ୍ନଟ ହେଲେ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍ ।ଡିସେମ୍ବର 23 ତାରିଖରେ ରାଜ୍ୟରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସୋମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ପୁଣି ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଏହାପରେ ଆଜି ଅର୍ଥାତ ଗତ 24 ଘଣ୍ଟାରେ ଆଉ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି ।
ଗତକାଲି(ବୁଧବାର) ୬୯୦ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୩୭୮ ଆରଟିପିସିଆର କରାଯାଇଥିଲା । ତେବେ ଏହି ଟେଷ୍ଟିଂରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 8ଟି ଆକ୍ଟିଭ କେସ ରହିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ଭୟାବହ ସ୍ଥିତି ନାହିଁ ।
ସଂକ୍ରମିତଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ।"ଜାତୀୟସ୍ତରୀୟ ତଥ୍ୟ ଅନୁସାରେ, ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ସେଥିମଧ୍ୟରୁ 92 ପ୍ରତିଶତରୁ ଊର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ୍ ହେଉଛନ୍ତି ଓ ମେଜରିଟି ଡେଥ୍ ମଧ୍ୟ କୋମଅର୍ବିଟ କନଡିସନ ପାଇଁ ହୋଇଛି । କୋଭିଡ ପାଇଁ ମେଡିକାଲରେ ଆଡମିଟ୍ ହେବା ମାମଲା ବହୁତ କମ ରହିଛି । ତେବେ ଆଗକୁ ସ୍ଥିତି କ'ଣ ହେବ ସେନେଇ ବର୍ତ୍ତମାନ ଆକଳନ କରାଯାଇ ପାରିବ ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ଯଦି ସଂକ୍ରମଣ ବଢ଼େ ତେବେ ଭାୟାବହତା ଆଶଙ୍କା କମ୍ ବୋଲି କୁହାଯାଇଛି ।