୧୫ବର୍ଷରୁ ଅଧିକ ଗାଡି ଚଢୁଥିଲେ ହୋଇଯାଆନ୍ତୁ ସାବଧାନ, ଏପ୍ରିଲ ପହିଲାରୁ ପଞ୍ଜିକରଣ ରଦ୍ଦ କରିବାକୁ ଆସିଲା ନିର୍ଦ୍ଦେଶ

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ମୋଟର ଗାଡି ଆଇନର ସଂଶୋଧନ କରି ନୋଟିଫିକେସନ ଜାରି କରାଯାଇଛି । ଏହି କ୍ରମରେ ୧୫ବର୍ଷରୁ ଅଧିକ ହୋଇଥିବା ସମସ୍ତ ପୁରୁଣା ଗାଡିର ପଞ୍ଜିକରଣ ରଦ୍ଦ କରିବାକୁ କୁହାଯାଇଛି । ଏହାସହ ୧୫ବର୍ଷରୁ ଅଧିକ ବୟସର ଗାଡି ଉପରେ ରିନ୍ୟୁ ହୋଇଥିବା ପଞ୍ଜିକରଣକୁ ବି ରଦ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସବୁ ଗାଡିକୁ ଏବେ ସ୍କ୍ରାପ ସେଣ୍ଟରରେ ନଷ୍ଟ କରିବାକୁ ପଡିବ ବୋଲି କୁହାଯାଇଛି ।

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ କରାଯିବ । କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ନଗର ନିଗମ, ରାଜ୍ୟ ପରିବହନ, ସରକାରୀ ସ୍ୱାୟତ ସଂସ୍ଥା ପାଖରେ ଥିବା ୧୫ବର୍ଷର ପୁରୁଣା ଗାଡିକୁ ମଧ୍ୟ ସ୍କ୍ରାପ କରାଯିବ । ହେଲେ ଏହି ନିୟମ ପରିସରକୁ ଆସିବ ନାହିଁ ସେନାର ଗାଡି ।