ଭୁବନେଶ୍ବର ଏମ୍ସରେ ବିରଳ ଅସ୍ତ୍ରୋପଚାର
ଏକାଥରକେ ୪ଟି ଗଣ୍ଠିର ପ୍ରତିରୋପଣ କଲେ ଡାକ୍ତର

*ଭୁବନେଶ୍ବର ଏମ୍ସରେ ବିରଳ ଅସ୍ତ୍ରୋପଚାର*
*ଏକାଥରକେ ୪ଟି ଗଣ୍ଠିର ପ୍ରତିରୋପଣ କଲେ ଡାକ୍ତର*
*ଏହି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଓ ବିଶ୍ବରେ ଦ୍ବିତୀୟ ଘଟଣା*
*୩ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କଲେ ଏମ୍ସର ଡାକ୍ତରୀ ଟିମ୍*
*କେନ୍ଦ୍ରାପଡ଼ା ଆଳି ବ୍ଲକ୍ର ୩୭ ବର୍ଷୀୟା ମହିଳାଙ୍କର ଅପରେସନ*
*ଏକାଥରକେ ୨ ଆଣ୍ଠୁ ଓ ୨ ନିତମ୍ବ ଯୋଡ଼େଇର ପ୍ରତିରୋପଣ*
*BSKY ଦ୍ବାରା ସମସ୍ତ ଖର୍ଚ୍ଚ ବହନ କଲେ ରାଜ୍ୟ ସରକାର*