ଓଡିଶା ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ଯକ୍ରମ ସମାରୋହ ଉଦଯାପିତ

ବିଶ୍ବ ଦକ୍ଷତା କେନ୍ଦ୍ର ଦ୍ବାରା ଆୟୋଜିତ ଓଡିଶା ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ଯକ୍ରମର ଉଦଯାପନୀ ସମାରୋହରେ ୪୦ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି

ଓଡିଶା ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ଯକ୍ରମ ସମାରୋହ ଉଦଯାପିତ

ବିଶ୍ବ ଦକ୍ଷତା କେନ୍ଦ୍ର ଦ୍ବାରା ଆୟୋଜିତ ଓଡିଶା ବ୍ରାଇଡାଲ୍ ମେକ୍‌ଅପ୍ ପାଠ୍ଯକ୍ରମର ଉଦଯାପନୀ ସମାରୋହରେ ୪୦ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମିଶନ୍ ଶକ୍ତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି କୃତି ମହିଳାଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଦ୍ବାରା ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ ମତବ୍ୟକ୍ତ କରିଥିଲେ।

On 02.03.23, the month-long training of 40 SHG members on "Odia Bridal Make Up" concluded at the World Skill Center
with a ramp walk in traditional bridal attire. At the concluding ceremony, Mrs Sujata R. Karthikeyan, Commissioner cum Secretary, Mission Shakti Odisha addressed the participants. Similar training will be carried out at block levels too