ଉତ୍କଳ ଗଜପତି ଶ୍ରୀ ଦିବ୍ୟସିଂହ ଦେବ

ଉତ୍କଳ ଗଜପତି ଶ୍ରୀ ଦିବ୍ୟସିଂହ ଦେବ l
ସେ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରେଷ୍ଠ ଭକ୍ତ ଓ ପ୍ରଥମ ସେବକ l
ସେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସେତୁବନ୍ଧ l
ଭଗବାନ ଜଗନ୍ନାଥ ତାଙ୍କ ଇଚ୍ଛା ଗଜପତିଙ୍କୁ ସ୍ୱପ୍ନରେ କହନ୍ତି l
ଆଦେଶ ଦିଅନ୍ତି l ସେ ଚଳନ୍ତି ବିଷ୍ଣୁ l
ଜଗନ୍ନାଥ ସଂସ୍କୃତିରେ ସେ ଶ୍ରେଷ୍ଠ ପୁରୁଷ