Tag: #Budget
ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍
ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି
ବଜେଟକୁ ବିରୋଧୀ ଦଳ ନେତାଙ୍କ ଆକ୍ଷେପ ପରେ ଆଇନମନ୍ତ୍ରୀଙ୍କ ଜବାବ
ବଜେଟକୁ ନେଇ ବିରୋଧୀ ଦଳ ନେତାଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ
ପ୍ରମୁଖ ରପ୍ତାନିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି
ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦କୋଟିର କର୍ପସ ପାଣ୍ଠି
ରାଜ୍ୟ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି
ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ...
● ୨୦୦୯ରୁ ୧୪ ତୁଳନାରେ ସାଢ଼େ ୧୨ଗୁଣ ରେଳ ଅନୁଦାନ ମିଳିଛି ● ଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ତିନିଗୁଣ ଅଧିକ ବେଗରେ ନୂଆ ରେଳ ଲାଇନ୍ ନିର୍ମାଣ ହୋଇଛି ● ପ୍ରଧାନମନ୍ତ୍ରୀ...
ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟିର ବ୍ୟୟବରାଦ
ବଜେଟରେ ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି
ବଜେଟ୍ ୨୦୨୪: କୃଷି କ୍ଷେତ୍ର ଲାଗି ୧.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି
ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ରାଜନାଥ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି
ବଜେଟ୍ରେ ୯ ଦିଗ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ, ଜାଣନ୍ତୁ
ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି
ସରକାର ଖୋଲିଲେ ଭଣ୍ଡାର: ପିଏମ ମୁଦ୍ରା ଲୋନ ହେଲା ଦୁଇଗୁଣା
କେନ୍ଦ୍ର ମନ୍ତ୍ରାଳୟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମୁଦ୍ରା ଲୋନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ
ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍
ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି
ଶେଷ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍
ଶେଷ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ । ପ୍ରାକ ବଜେଟ ଶେଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟ । କହିଲେ ସାଧାରଣ ଜନତାଙ୍କ...
ଗୃହରେ ଧାରଣା ଦେଲେ ନରସିଂହ
ବଜେଟ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଆଜି ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣା ଦେଇଥିବା ଜଣାଯାଇଛି ।