ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି

ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି

ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଜୁମୁଟ ଦାନବାକ୍ସରୁ ଚୋରି ହେବା ନେଇ ଅଭିଯୋଗ । ଏହାସହ ଦୁବୁର୍ତ୍ତ  ଚୋରି କରି ଏହି ଦାନବାକ୍ସକୁ ନୃସିଂହ ମନ୍ଦିର ନିକଟରେ ଫିଙ୍ଗି ଦେଇଛି । ମନ୍ଦିର ନିକଟରୁ ଉଧାର କଲା ଜେଟିପି । ଯାହାକୁ ନେଇ ଚିନ୍ତିତ ପ୍ରଶାସନ ।