ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡୟନ୍ତ୍ର କହିଲେ ସମୀର ମହାନ୍ତି । ରତ୍ନଭଣ୍ଡାର ନଖୋଲି ଲେଜର ସ୍କାନିଂ ଯୋଜନାବଦ୍ଧ ଷଡୟନ୍ତ୍ର । ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସମ୍ପର୍ଣ୍ଣ ସରକାରଙ୍କର । ହାଇକୋର୍ଟ ଓ ଗଜପତିଙ୍କ ସୁପାରିସ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ କମିଟି ଗଠନ କରନ୍ତୁ । କମିଟି ଗଠନ ନକଲେ କଣ୍ଟେପ୍ଟ ଅଫ କୋର୍ଟ ଫାଇଲ କରିବ ବିଜେପି । ପରିକ୍ରମା ପ୍ରକଳ୍ପ ପୂର୍ବରୁ କମିଟି ଗଢି ରତ୍ନଭଣ୍ଡାର ଖୋଲିବାକୁ ଦାବି କଲେ ।