ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

State

କେବଳ ସୂପକାର ବିକିବେ ଅବଢ଼ା

ଏଥିରେ ପୁଲିସକୁ ସୂପକାର ସେବକମାନେ ମଧ୍ୟ ସହଯୋଗ କରିବେ। ସେହିପରି ବରାଦି ଭୋଗ ସାଇତି ରଖିବା ପାଇଁ ମନ୍ଦିର ପ୍ରଶାସନ ସୁପକାରଙ୍କୁ ଜାଗା ଦେବେ।

Entertainment

ଏହି ପରିବାରର ବୋହୂ ହୋଇଥାନ୍ତେ ଐଶ୍ୱର୍ଯ୍ୟା ରାୟ

ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବ୍ରେକ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।

State

୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ

ପ୍ରକୃତିର ଦାଉ ପରେ ବି ପୁଣି ସଳଖି ହୋଇ ଛିଡା ହେବାର ଶକ୍ତି ଯୋଗାଇଛି ।

State

ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ଆସୁଛି ବିଷ୍ଣୁପ୍ରସାଦ ଙ୍କ ମୃତଦେହ

ୱାୟନାଡ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ଣ ୧୧ଟାରେ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି...

Entertainment

ହସି ହସି ଏପରି ଉତ୍ତର ଦେଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀଙ୍କ ନମ୍ରତା ଭାବ ଇଣ୍ଟରନେଟରେ ଲୋକଙ୍କ ହୃଦୟ ଜିତି ନେଲା ।

State

ଭୂସ୍ଖଳନର ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

ହେଲିକପ୍ଟର ସାହାଯ୍ୟରେ ଅତି ସାବଧାନତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି।

Puri

ଦଲାଲ ମୁକ୍ତ ହେବ ଆନନ୍ଦ ବଜାର

ଦଲାଲ ମୁକ୍ତ ହେବ ଆନନ୍ଦ ବଜାର

State

ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ ଢ଼ାଲି

ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଅରବିନ୍ଦ ଢ଼ାଲି

State

ଶିଳ୍ପମନ୍ତ୍ରୀଙ୍କ ବଡ଼ ଘୋଷଣା

୧୫ ହଜାର ଯୁବତୀଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

State

ଆତ୍ମହତ୍ୟା ସ୍ପଟ୍ ପାଲଟିଲାଣି ତ୍ରିଶୁଳିଆ ବ୍ରିଜ୍

ପୁଣି ଜଣେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି

Sports

ପ୍ୟାରିସ ଅଲିମ୍ପିକ୍ସରୁ ବଡ ଝଟକା

ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିନ କିଛି ଭଲ ଏବଂ ଖରାପ ଖବର ଆଣିଥିଲା

State

୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି

State

ମୃତ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଗାଁ

କେରଳ ୱାୟନାଡ ଭୂସ୍ଖଳନରେ ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା

State

ନିଟ୍ ପରୀକ୍ଷାକୁ ନେଇ ‘ସୁପ୍ରିମ’ ରାୟ

ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ