Posts
ବାଂଲାଦେଶରେ ଅଶାନ୍ତି, ସଂକଟରେ ଭାରତର ୧୨ କମ୍ପାନି
ବାଂଲାଦେଶରେ ଜାରି ପରିସ୍ଥିତି ଯୋଗୁ ଭାରତର ଅନେକ କମ୍ପାନି ପ୍ରଭାବିତ ହୋଇପାରନ୍ତି
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାକୁ ଲକ୍ଷ୍ୟ ରଖାଯାଇଛି
ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ କ'ଣ...
ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନଥିଲେ ଶେଖ ହସିନା।
ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ; କେଜି ଛୁଇଁଲା ୬୦
ବଜାରରେ ପୁଣି ଆଳୁର ଅଭାବ। କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି
ଗ୍ୟାସ୍ ଲିକ୍: ଜଣେ ମୃତ, ୫ ଗୁରୁତର
କାର୍ବନ ମନୋକ୍ସସାଇଡ ଗ୍ୟାସ୍ ଲିକ୍ରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି
ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା
ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି
ଇସ୍ରୋ ର ଜ୍ଞାନ କୌଶଳ ସହିତ ଯୋଡି ହେବେ ମତ୍ସଜୀବି
ଇସ୍ରୋ ପକ୍ଷରୁ ପାରାଦୀପ ମାଛଧରା ବନ୍ଦର ରେ ଭାରତୀୟ ମହାକାଶ ଦିବସ ଉପଲକ୍ଷେ ପ୍ରଥମ ଥର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ
୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ ମଙ୍ଗଳବାର କମିସନରେଟ ପୋଲିସ...
ତାଙ୍କର ଆହୁରି ୪୯ ଜଣ ପ୍ରେମିକା ଥିଲେ। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଥିଲେ।
ଆହୁରି ୩ ଦିନ ବର୍ଷା: ପ୍ରବଳ ବର୍ଷିବ
ଏସବୁ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି।
ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ
ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା...
ସୁବର୍ଣ୍ଣପୁର ଜିଲ୍ଲାରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ବୁଡିଲା ମନ୍ଦିର।
ଅଭିଯୋଗ ଶୁଣାଣି ନେଇ ବଡ଼ ସୂଚନା ଦେଲେ ପ୍ରଭାତୀ ପରିଡ଼ା
ବିଜେବି ସରକାରରେ ଆରମ୍ଭ ହୋଇ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଓଏଏସ ଅଫିସର ସ୍ତରରେ ବଡଧରଣର ଅଦଳ ବଦଳ
ଆଜି ରାଜ୍ୟ ସରକାର ୨୬ ଓଏଏସ ଅଧିକାରୀଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି
ସାପ କାମୁଡାରେ କାଉଡିଆ ମୃତ
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ନିକଟରେ ସାପ କାମୁଡାରେ ଚାଲିଗଲା କାଉଡିଆଙ୍କ ଜୀବନ।








