Posts
ଜୟ ଶାହ ଙ୍କୁ ମିଳିବ ଏହିସବୁ ସୁବିଧା
ବିସିସିଆଇ ସମ୍ପାଦକ ଜୟ ଶାହ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ
ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ
ରାସନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା
ଇ- କଓ୍ବୋଇସି ଯାଞ୍ଚ ପରେ ନୂଆ ରାଶନ କାର୍ଡ ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ...
ମଣିଷ ଦେହରେ ବାର୍ଡ଼ ଫ୍ଲୁ ସନ୍ଦେହ
ସେ ବାର୍ଡ ଫ୍ଲୁ ଆକ୍ରାନ୍ତ ଥିବା ସନ୍ଦେହ ହେବା ପରେ ରକ୍ତ ନମୁନା RMRCକୁ ପଠାଯାଇଛି
ଲଗାଣ ବର୍ଷାରେ ବେହାଲ ଗୁଜୁରାଟ
ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ଚାରିଆଡେ କେବଳ ପାଣି ଆଉ ପାଣି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା...
କାହିଁକି ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା
ଗତ ୫ ବର୍ଷ ଧରି ବିଧାନସଭାରେ ଏକ ଅଲୋଡ଼ା ନଜିର ଦେଖିବାକୁ ମିଳିଛି ।
ସସ୍ମିତା ମାଝୀ ବିଜେଡି ରୁ ବହିସ୍କୃତ
ଏହି ତିନି ଜଣଙ୍କ କାରନାମାର ଚେର କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି।
ମୋହନ ସରକାର କରିବେ ନିଯୁକ୍ତି ମେଳା
ଆସନ୍ତା ମାସରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ ।
ରାଜ୍ୟସଭାକୁ ଗଲେ ମମତା ମହାନ୍ତ
ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ।
ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ
ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ବିଜେଡି କୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ
ରାଜ୍ୟରେ ଏବେ ୨ କୋଟି ୨୫ ଲକ୍ଷ ମହିଳା ୨୧ରୁ ୬୦ବର୍ଷ ବର୍ଗରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୧ କୋଟି ମହିଳାଙ୍କୁ ଛାଡିଦେଲେ ଅନ୍ୟ ମହିଳାମାନେ...
ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ
ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ ।
ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ
ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରା ଘର, ସର୍ବସ୍ବାନ୍ତ ୧୫ ପରିବାର
ସମୁଦ୍ର ମଧ୍ୟରେ ବଞ୍ଚିଲା ୧୧ଟି ମୂଲ୍ୟବାନ ଜୀବନ
ସମୁଦ୍ର ମଧ୍ୟରେ ବୁଡ଼ି ଯାଉଥିବା ଜାହାଜ ରୁ ୧୧ଟି ମୂଲ୍ୟବାନ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ
ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍ଲାଇନ୍
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍ଲାଇନ୍ ଜାରି ହେଲା








