Posts
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଗୟାବନ୍ଧ ଅଞ୍ଚଳ ର ଏକ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି
ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ
ବାଲିଗୁଡା ଆମ୍ବ ସାହି ରେ ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ l
କଣ କହିବ କହିଲ, ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍
ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ର ଇଞ୍ଜିନ୍, ୨ ଘଣ୍ଟା ବନ୍ଦ ରହିଲା ଫାଟକ
ବାଣୀ ସାହିତ୍ୟ ଆନୁକୁଲ୍ୟରେ ଅମୃତ ମହୋତ୍ସବର ପୂର୍ଣ୍ଣାହୁତି
ଭୁବନ ସହରର ସର୍ବ ପୁରାତନ ତଥା ସମ୍ଭ୍ରାନ୍ତ ସାରସ୍ବତ ବାଣୀ ପୀଠ,ବାଣୀ ସାହିତ୍ୟ ସ°ସଦ ର ପ୍ରତିଷ୍ଠାତା ସଭାପତି ରବୀନ୍ଦ୍ର କୁମାର ହୋତା ଙ୍କ ପୈ।ରୋହିତ୍ୟରେ...
ସରକାରୀ ଭତ୍ତା ଓ କେତେ କେଜି ଚାଉଳ ରେ ବିତୁଛି ଜୀବନ....
ଆଖି ଓ ପାଟି ରେ ରହିଛି ସେହି ଦିନ ର ଇତିହାସ l ଝାଟି ମାଟି, ଚାଳ ଛପର ଘରେ ଦୁଇଟି ଜୀବନ l କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ର କୁସୁମେଣ୍ଡି ଗ୍ରାମ ପଂଚାୟତ...
ଶାନ୍ତି ପାଇଁ ଶାନ୍ତି କମିଟି
ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଉପାନ୍ତ ଅଞ୍ଚଳ ତଳଦଣ୍ଡିକିଆ ପଞ୍ଚାୟତ ସଭା ଗୃହ ରେ ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ l
ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ରାଜ୍ୟରେ ନିର୍ମାଣ ହେବ ୩ଟି ନୂଆ...
ରାଜ୍ୟରେ ୩ଟି ବୃହତ ସେତୁ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବଟି ମାଗିବାକୁ ଯାଇ ହଟହଟା, ଛେଚା ଖାଇଲେ ସରପଞ୍ଚ
ବଟି ମାଗିବାକୁ ଯାଇ ହଟହଟା ହେବା ସହ ଛେଚା ଖାଇଲେ ସରପଂଚ ।
ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ
ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ
ପାଣିରେ ଉଡିଲା ‘ତ୍ରିରଙ୍ଗା’
ଆକାଶ ନୁହେଁ, ପାଣିରେ ଉଡିଲା ‘ତ୍ରିରଙ୍ଗା’ ପତାକା: ଭାରତୀୟ ତଟ୍ଟରକ୍ଷୀ ବାହିନୀ କଲେ କମାଲ
ବାହାନଗା ଦୁର୍ଘଟଣା, ଏବେବି ପରିଚୟ ଖୋଜୁଛି ୨୯ ମୃତଦେହ
ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି
ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ମୃତ୍ୟୁ ବାର୍ଷିକୀ








