ସରକାରୀ ଜାଗାରୁ ଜବରଦଖଲ  ଉଚ୍ଛେଦ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଗୟାବନ୍ଧ ଅଞ୍ଚଳ ର ଏକ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି

ସରକାରୀ ଜାଗାରୁ ଜବରଦଖଲ  ଉଚ୍ଛେଦ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଗୟାବନ୍ଧ ଅଞ୍ଚଳ ର ଏକ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ କି ଗୟାବନ୍ଧ ମୌଜାର ଖାତା ନଂ ୩୩୮ ପ୍ଲଟ ନଂ ୮୬୭ ରେ ଜଣେ ବ୍ୟକ୍ତି ଜବର ଦଖଲ କରି ଏକ ଘର ନିର୍ମାଣ କରିଥିବାରୁ ଏହାକୁ ଭଙ୍ଗା ଯିବା ପାଇଁ ଦରଖାସ୍ତ କରାଯାଇଥିଲା। ପରେ ଆଜି ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଙ୍କ ଉପସ୍ଥିତି ଏହି ଘରକୁ ସରକାରୀ ଜମି ରୁ ଉଚ୍ଛେଦ କରାଯାଇଛି। ଏହି ସମୟର ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆୟତ୍ତ କରିବା ପାଇଁ ଜଂକିଆ ଥାନା ଆଇଆଇସି  ଙ୍କ ସମେତ ବହୁ ପୋଲିସ ଉପସ୍ଥିତ ରହିଥିଲେ

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ