ସ୍ୱାଧୀନତା ଦିବସ ରେ ୨୧୪ ଜଣ ଙ୍କୁ ଭତ୍ତା ବଣ୍ଟନ

ସ୍ୱାଧୀନତା ଦିବସ ରେ ୨୧୪ ଜଣ ଙ୍କୁ ଭତ୍ତା ବଣ୍ଟନ

ସ୍ୱାଧୀନତା ଦିବସ ରେ ୨୧୪ ଜଣ ଙ୍କୁ ଭତ୍ତା ବଣ୍ଟନ

ଭୁବନ ୧୬.୮- ପବିତ୍ର ୭୭ ତମ ସ୍ବାଧିନତା ଦିବସ ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୨୧୪ ଜଣ ବୃଦ୍ଧ,ବୃଦ୍ଧା ଅସହାୟ,ନିସହାୟ, ଦିବ୍ୟାଙ୍ଗ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରାଯାଇଥିଲା । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା କାର୍ଡ ସହିତ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ଉପାଧ୍ୟକ୍ଷ୍ୟା ମାନିନୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।
ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ