ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : ମନମୋହନ
ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାକୁ ତୀବ୍ର ନିନ୍ଦା

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାକୁ ତୀବ୍ର ନିନ୍ଦା । ନିନ୍ଦାକଲେ ବିଜେପି ରାଜ୍ୟ ସଭାପତି ମନମହୋନ ସାମଲ । ଦାୟିତ୍ୱହୀନତାରେ ଏହା ଏକ ଚରମ ଉଦାହରଣ ବୋଲି କହିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲେ ମନମୋହନ ।