ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ବାରିପଦ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ

ବାରିପଦ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ,ରୋଗୀଙ୍କୁ ଉଦ୍ଧର ପାଇଁ ପ୍ରୟାସ ଜାରି । ପୁରା ଅଞ୍ଚଳ ଧୂଆଁମୟ , ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ । ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର ।