ରାଜଧାନୀରୁ କଫସିରପ ଜବତ: ୨ ଗିରଫ

ରାଜଧାନୀରୁ ଠାବ ହେଲା କଫ ସିରଫ ରାକେଟ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡି ବସିଲା ପୋଲିସ ।

ରାଜଧାନୀରୁ କଫସିରପ ଜବତ: ୨ ଗିରଫ

ରାଜଧାନୀରୁ ଠାବ ହେଲା କଫ ସିରଫ ରାକେଟ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡି ବସିଲା ପୋଲିସ । ପ୍ରାୟ ୨୪ ଶହ କଫ ସିରଫ ବୋତଲ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭରତପୁର ପୋଲିସ। ଗିରଫ ୨ ଅଭିଯୁକ୍ତ ହେଲେ ଦିଲ୍ଲୀପ ଦରଦା ଏବଂ ଆଶିଷ କୁମାର ସାହୁ। ଦିଲ୍ଲୀପ ଜଣେ ଅଟୋ ଚାଳକ ହୋଇଥିବାବେଳେ ଅନ୍ୟ ଜଣେ ହେଲେ ମେଡ଼ିସିନ ବିକ୍ରେତା । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି।