ବାହାନଗା ଟ୍ରାଜେଡି: ୩ ଗିରଫ
୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ଗିରଫ

୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ଗିରଫ । ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଗିରଫ । ଟେକ୍ସିସିଆନ ପପୁ କୁମାରଙ୍କୁ ଗିରଫ କଲା ସିବିଆଇ । ଆଇପିସି ଧାରା ୩୦୪ ଏବଂ ୨୦୧ରେ ଗିରଫ । ଜାଣିକି ଅପରାଧ ଘଟାଇବା ଅଭିଯୋଗରେ ଗିରଫ । ଜିଣିକି ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ଗିରଫ । ବାହାନଗା ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି ।