Tag: bahanaga tragedy
ଏମ୍ସରେ ଏବେବି ପଡି଼ ରହିଛି ଶବ, ହୋଇନି ୨୮ ମୃତଦେହର ଚିହ୍ନଟ
ବାହାନଗା ଟ୍ରେନ ଦୁର୍ଘଟଣାକୁ ଚାରିମାସ ବିତିଲାଣୀ। ହେଲେ ଆଜିବି ସେଦିନର କଥା ମନେପଡି଼ଲେ ଲୋମ ଟାଙ୍କୁରି ଉଠେ
ବାହାନଗା ଟ୍ରେନ ଟ୍ରାଜେଡି : ଆଉ ଦୁଇ ରେଳ କର୍ମଚାରୀଙ୍କୁ ସିବିଆଇର...
ବାହାନଗା ବଜାର ଟ୍ରେନ ଦୁର୍ଘଟଣା ନେଇ ଆଉ ଦୁଇ ରେଳ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି।
ବାହାନଗା ଟ୍ରାଜେଡି: ୩ ଗିରଫ
୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ଗିରଫ